ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କରିଲେ ସ୍ୱାମୀ, ଘର ଆଗରେ ଧାରଣା ଦେଲେ ପ୍ରଥମ ପତ୍ନୀ
ଅନୁଗୋଳ: ଗାଁ ମଝିରେ ହାଇଡ୍ରାମା । କାରଣ ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ଵିତୀୟ ବିବାହ କରିଛନ୍ତି ସ୍ୱାମୀ । ଯାହା ଜାଣିବା ପରେ ପ୍ରଥମ ସ୍ତ୍ରୀ ଧାଇଁ ଆସିଥିଲେ ଶଶୁର ଘରକୁ । କିନ୍ତୁ ସେଠାରେ ଦେଖିବାକୁ ପାଇଥିଲେ ଯେମିତି ଶାଶୁ ଘର ଲୋକଙ୍କୁ କିଛି ଫରକ ହିଁ ପଡୁନି । ଓଲଟା ଏନେଇ ପ୍ରଥମ ବୋହୁ…