ଚେକ୍ ବାଉନ୍ସକୁ ନେଇ ଜାଣନ୍ତୁ କଣ ରହିଛି ନୂଆ ନିୟମ, ଟିକେ ଭୁଲରେ ଭୋଗିବେ ବଡ଼ ଦଣ୍ଡ
ଚେକ୍ ବାଉନ୍ସ ଭଳି ସମସ୍ୟାର ୁ ବଞ୍ଚିବା ପାଇଁ କେନ୍ଦ୍ର ସରକାର ଆଣୁଛନ୍ତି ନୂଆ ନିୟମ। ଏଥିପାଇଁ ସରକାର ଲାଗୁ କରିବେ ନୂଆ ନିଷ୍ପତ୍ତି। ଉଦ୍ୟୋଗ ସଂଗଠନ ପିଏଚଡି ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ନିକଟରେ ବିତ୍ତ ମନ୍ତ୍ରାଳୟ କୁ ଅନୁରୋଧ କରିଛି ଯେ ଚେକ ବାଉନ୍ସ ମାମଲାରେ ବ୍ୟାଙ୍କ ରୁ…