Below header
Browsing Tag

Chhattisgarh news

ପୋଲିସ ପାଟ୍ରୋଲିଂ ସମୟରେ ଭୟଙ୍କର ଗୁଳି ବିନିମୟ, ଜଣେ ମୃତ

ଛତିଶଗଡର ନକ୍ସଲ ପ୍ରଭାବିତ ଦନ୍ତେଓ୍ଵାଡା ଜିଲ୍ଲାରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଗୁଳିରେ ଜଣେ ସୁରକ୍ଷା କର୍ମରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ପୋଲିସ ଅଧିକାରୀମାନେ ଗୁରୁବାର ଏହି ସୂଚନା ଦେଇଛନ୍ତି । ପୋଲିସ ଅଧିକାରୀ କହିଛନ୍ତି ଯେ ଜିଲ୍ଲା…

‘ସେକ୍ସ ପାଇଁ ମନା କରିବା କ୍ରୁରତା’! ଛାଡ଼ପତ୍ର ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଦେଲେ ଏମିତି ଟିପ୍ପଣୀ

ଛତିଶଗଡ଼ର ବିଳାସପୁର ହାଇକୋର୍ଟ ଏକ ଛାଡପତ୍ର ଆବେଦନ ଉପରେ ଶୁଣାଣି କରି ଗମ୍ଭୀର ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସେକ୍ସ ଏକ ସୁସ୍ଥ ବୈବାହିକ ଜୀବନ ପାଇଁ ବହୁତ ଜରୁରୀ। ଏଥି ସହିତ କୋର୍ଟ ଉକ୍ତ ଛାଡପତ୍ର ଆବେଦନକୁ ମଧ୍ୟ ସ୍ୱୀକାର କରିଛନ୍ତି। କୋର୍ଟ…

କଣ୍ଟେନରରେ ଭର୍ତ୍ତି କରି ଚାଲାଣ କରୁଥିଲେ ୩୮ ଲକ୍ଷର ମଦ, ରାସ୍ତା ଭୁଲିଯିବାରୁ ଧରିଲା ପୋଲିସ

କରୋନା ସ୍ଥିତିକୁ ଏଡାଇବାକୁ ସାରା ଦେଶରେ ଲାଗୁ ହୋଇଥିବା ଲକଡାଉନ ଯୋଗୁ ଏବେ ସବୁ ଦୋକାନ ବଜାର ବନ୍ଦ ରହିଛି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଲୋକମାନେ ଖାଇବାକୁ ପାଉନଥିବା ବେଳେ ମଦୁଆମାନେ କିନ୍ତୁ ମଦ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି। ଛତିଶଗଡ଼ର କବର୍ଧା…