Below header
Browsing Tag

chief election commission

ସମ୍ବଲପୁର ଗସ୍ତରେ ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ, ୪ଟି ଲୋକସଭା ନିର୍ବାଚନମଣ୍ଡଳୀର କଲେ ସମୀକ୍ଷା

ରାଜ୍ୟ ମୁଖ୍ଯ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସମ୍ବଲପୁର ଗସ୍ତରେ ଆସି ୪ଟି ଲୋକସଭା ନିର୍ବାଚନମଣ୍ଡଳୀର ସମୀକ୍ଷା କରିଛନ୍ତି l ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ ଓ ବରଗଡ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିଛନ୍ତି l ଏଥିରେ ସମ୍ବଲପୁର, ଦେବଗଡ, ଅନୁଗୁଳ, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଓ…

ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନଙ୍କ ବଡ କାର୍ଯ୍ୟାନୁଷ୍ଠାନ: ହଟିଲେ ୬ ରାଜ୍ୟର ଗୃହ ସଚିବ, ବଦଳିଲେ ପଶ୍ଚିମବଙ୍ଗ…

ନିର୍ବାଚନ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ନିର୍ବାଚନ ଆୟୋଗ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ଗୃହ ସଚିବଙ୍କ ସହିତ ପଶ୍ଚିମବଙ୍ଗ ପୋଲିସ ଡିଜିଙ୍କୁ ହଟାଇଛନ୍ତି ।  ମିଜୋରାମ ଓ ହିମାଚଳପ୍ରଦେଶର ସାଧାରଣ ପ୍ରଶାସନ…

୫ ରାଜ୍ୟରେ ନିର୍ବାଚନ ପାଇଁ କଟକଣା ଅବଧି ବଢ଼ାଇଲେ ନିର୍ବାଚନ କମିଶନ

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଓ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଟକଣା ଅବଧି ବଢ଼ିଛି । କଟକଣା ଅବଧି ବଢ଼ାଇଛନ୍ତି ନିର୍ବାଚନ କମିଶନ । ରାଲି, ଶୋଭାଯାତ୍ରା, ରୋଡ୍‌ ସୋ’, ମିଟିଂ ଉପରେ ଜାନୁଆରୀ ୧୫ ବା ଆଜି ପର୍ଯ୍ୟନ୍ତ କଟକଣା ଲଗାଇଥିଲେ…

୫ ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ବାଜିଲା ବିଗୁଲ୍‌, ଫେବ୍ରୁଆରୀ ୧୦ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ

କେନ୍ୟୁଜ୍(ବ୍ୟୁରୋ): ୫ ରାଜ୍ୟ ବିଧାନସଭା ନିର୍ବାଚନ ନେଇ ବାଜିଲା ବିଗୁଲ୍‌ । କୋଭିଡ ନିୟମ ପାଳନ ସହ ନିର୍ବାଚନ ହେବ । ୫ ରାଜ୍ୟ ଉତ୍ତରପ୍ରଦେଶ, ଗୋଆ, ମଣିପୁର, ଉତ୍ତରାଖଣ୍ଡ,ପଞ୍ଜାବରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ । ଏଥିପାଇଁ ୫ ରାଜ୍ୟର…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉପନିର୍ବାଚନ ସମୀକ୍ଷା,ପୋଷ୍ଟାଲ ବାଲାଟର ବହୁଳ ଉପଯୋଗ ନେଇ କଲେ ଆଲେଚନା

କେନ୍ୟୁଜ୍(ବ୍ୟୁରୋ): ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ନେଇ ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀ ସମୀକ୍ଷା କରିଛନ୍ତି। କରୋନା କଟକଣା ଭିତରେ କିଭଳି ଦୁଇଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ସୁରଖୁରରେ ହେବ ସେନେଇ ଭିଡିଓ କନଫରେନ୍‌ସିଂ ଜରିଆରେ ବାଲେଶ୍ବର ଓ ଜଗତସିଂହପୁର…