Below header
Browsing Tag

child climbed into an electric pole

ଯାଜପୁର : ସବ୍‌ଷ୍ଟେସନ୍ ଉପରେ ଚଢ଼ିଥିବା ୫ ବର୍ଷର ପିଲାର ଦାୟିତ୍ୱ ନେଲା ଶିଶୁ ସୁରକ୍ଷା କମିଟି

ଯାଜପୁର ରୋଡ (କେ ନ୍ୟୁଜ) : ୧୧-କେଭି ଟ୍ରାନ୍ସଫରମର ସବ୍‌ଷ୍ଟେସନ୍ ଉପରେ ଚଢି ବଡ ଧରଣର ଅଘଟଣରୁ ବର୍ତ୍ତି ଯାଇଥିବା ୫ ବର୍ଷର ଶିଶୁ ସମେତ ତାର ଦୁଇ ଭାଇକୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ । ନିକଟରେ ଏକ ୫ ବର୍ଷର ଶିଶୁଟି ବିପଦ ସଙ୍କୁଳ ସବ୍‌ଷ୍ଟେସନ୍ ଉପରେ ଚଢି ଯାଇଥିଲା…