Browsing Tag

child falls from running car

ଚଳନ୍ତା କାରରୁ ଖସିପଡିଲା ଶିଶୁ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଛାତିଥରା ଭିଡିଓ

ଟ୍ଵିଟରରେ ଏକ ଛାତିଥରା ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ବୁଝିପାରିବେ ଯେ ଛୋଟ ପିଲାଙ୍କ ସହିତ ଯାତ୍ରା କରିବା ସମୟରେ କାରର ଚାଇଲଡ୍‌ ଲକ୍‌ କେତେ ଜରୁରୀ ହୋଇଥାଏ। ଭିଡିଓକୁ ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ। କାରଣ ଭାଇରାଲ ହେଉଥିବା…