ରାଜସ୍ଥାନ : ପୁଣି ବୋରୱେଲରେ ଖସିଲା ୫ ବର୍ଷର ପୁଅ, ଚାଲିଛି ଉଦ୍ଧାର କାର୍ଯ୍ୟ
ପୁଣି ବୋରୱେଲ ଅଘଟଣ । ରାଜସ୍ଥାନର ଦୌସାରେ ଏକ ବୋରୱେଲ ଗାତ ଭିତରକୁ ଖସି ପଡ଼ିଛି ଶିଶୁ ପୁତ୍ର । ୫ବର୍ଷ ବୟସର ଶିଶୁକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଚାଲିଛି । ରାତି ସାରା ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ବୋରୱେଲ ଗର୍ତ୍ତର ୧୫୦ ମିଟର ତଳେ ଶିଶୁଟି ରହିଛି । ଏସଡିଆରଏଫ ଟିମ ଘଟଣାସ୍ଥଳରେ…