Below header
Browsing Tag

child porn case

ଚାଇଲ୍ଡ ପର୍ଣ୍ଣ କେଶ:ରାଜ୍ୟର ବିଭିନ୍ନ ସ୍ଥାନରେ ସିବିଆଇର ଚଢ଼ାଉ, ଓଡ଼ିଶାର ଦୁଇ ଜଣଙ୍କ ନାଁରେ ଏତଲା ଦାୟର

ଭୁବନେଶ୍ୱର(କେ ନ୍ୟୁଜ): ଦେଶବ୍ୟାପୀ ସିବିଆଇର ଚଢଉ। ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୭୬ଟି ସ୍ଥାନରେ ଏକକାଳୀନ ଚଢଉ କରିିଛି ସିବିଆଇ। ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଓ ଉତ୍ପୀଡ଼ନ ଅଭିଯୋଗରେ ହୋଇଛି ଚଢଉ । ନଭେମ୍ବର ୧୪ ତାରିଖରେ ୨୩ଟି ପୃଥକ ପୃଥକ ମାମଲାରେ ୮୩ଜଣ ଅଭିିଯୁକ୍ତଙ୍କ…