କୋଡିଏ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି ଅଭିଯୋଗ, ଜେଜ ଆଣିଲେ ଅଭିଯୋଗ
ସାଲେପୁର : କୋଡିଏ ହଜାର ଟଙ୍କାରେ ଶିଶୁ ପୁତ୍ରକୁ ବିକ୍ରି ହୋଇ ଥିବା ଅଭିଯୋଗ ଆଣିଲେ ଖୋଦ ଶିଶୁ ପୁତ୍ରର ଜେଜ ରାହସ ବିହାରୀ ସାମଲ । ଘଟଣାରୁ ପ୍ରକାଶ ଯେ କଟକ ଜିଲ୍ଲା ସାଲେପୁର ଥାନା କାନପୁର ଗାଁର ରାହସ ବିହାରୀ ସାମଲଙ୍କ ପୁଅ ତପନ ସାମଲ ( 27 ) 6 ବର୍ଷ ହେବ ନିଶ୍ଚିନ୍ତକୋଇଲି ଥାନା…