ଲଦାଖ ପରେ ଏବେ ଉତ୍ତରାଖଣ୍ଡ ଉପରେ ଚୀନର ଆଖି, ସୀମାରେ ପଇଁତରା ମାରୁଛନ୍ତି ଡ୍ରାଗନ ସେନା
ଗତ ଏକ ବର୍ଷରୁ ଅଧିକ ସମୟ ହେବ ଲଦାଖ ସୀମାରେ ଭାରତ ଓ ଚିନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ପରେ ଚିନ ସେନା ଉତ୍ତରାଖଣ୍ଡର ବାରାହୋଟି କ୍ଷେତ୍ରର ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲଏସି ନିକଟରେ ନିଜ ଗତିବିଧିକୁ ଆହୁରି ମଜବୁତ କରିଦେଇଛନ୍ତି । କିଛି ଦିନ ହେବ ପିପୁଲ୍ସ ଲିବରେସନ ଆର୍ମିର ଏକ…