Browsing Tag

Chitrakonda bdo suspended

ଦୁର୍ନୀତି ଅଭିଯୋଗ, ଚିତ୍ରକୋଣ୍ଡା ବିଡିଓ ଲରିମାନ ଖରସେଲଙ୍କୁ ନିଲମ୍ବିତ କଲା ପଞ୍ଚାୟତିରାଜ ବିଭାଗ

ମାଲକାନଗିରି (କେ ନ୍ୟୁଜ୍‌) : ମାଲକାନଗିରି ଚିତ୍ରକୋଣ୍ଡାର ବିଡିଓଙ୍କୁ ନିଲମ୍ବିତ କରିଛି ପଞ୍ଚାୟତିରାଜ ବିଭାଗ । ଚିତ୍ରକୋଣ୍ଡା ବିଡିଓ ଲରିମାନ ଖରସେଲଙ୍କୁ ସ୍ୱଚ୍ଛ ଭାରତ ମିଶନ୍‌ରେ ଦୁର୍ନୀତି ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତାଙ୍କ ନାଁରେ ପୂର୍ବରୁ ଏ ନେଇ ଅଭିଯୋଗ ହୋଇଥିଲା…