Below header

ଦୁର୍ନୀତି ଅଭିଯୋଗ, ଚିତ୍ରକୋଣ୍ଡା ବିଡିଓ ଲରିମାନ ଖରସେଲଙ୍କୁ ନିଲମ୍ବିତ କଲା ପଞ୍ଚାୟତିରାଜ ବିଭାଗ

ମାଲକାନଗିରି (କେ ନ୍ୟୁଜ୍‌) : ମାଲକାନଗିରି ଚିତ୍ରକୋଣ୍ଡାର ବିଡିଓଙ୍କୁ ନିଲମ୍ବିତ କରିଛି ପଞ୍ଚାୟତିରାଜ ବିଭାଗ । ଚିତ୍ରକୋଣ୍ଡା ବିଡିଓ ଲରିମାନ ଖରସେଲଙ୍କୁ ସ୍ୱଚ୍ଛ ଭାରତ ମିଶନ୍‌ରେ ଦୁର୍ନୀତି ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତାଙ୍କ ନାଁରେ ପୂର୍ବରୁ ଏ ନେଇ ଅଭିଯୋଗ ହୋଇଥିଲା । ତଦନ୍ତ ପରେ ଲରିମାନ ଖରସେଲଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ଦିଆଯାଇଛି ।
ସେପଟେ ଏହି କାରଣରୁ ନବରଙ୍ଗପୁର ଝରିଗାଁ ବିଡିଓ ଏବଂ ଜେଇ ମଧ୍ୟ ନିଲମ୍ବିତ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.