Below header
Browsing Tag

cigarette smoking siva linga

ଏଠି ଭୋଳାନାଥଙ୍କ ଠାରେ ଲାଗି ହେଉଛି ସିଗାରେଟ୍‌ ପ୍ରସାଦ, ଆପେ ଆପେ ଜଳୁଛି !

ଭଗବାନ ଶିବଙ୍କୁ କୁହାଯାଏ ଭୋଳାନାଥ। ସେ ଶୀଘ୍ର ଭକ୍ତଙ୍କ ମନୋବାଂଛା ପୂରଣ କରୁଥିବାରୁ ତାଙ୍କର ଅନ୍ୟ ନାମ ହେଉଛି ଆଶୁତୋଷ । ଭଗବାନ ଶଙ୍କରଙ୍କୁ ଯେକେହି ଭକ୍ତ ଭକ୍ତିର ସହ କିଛି ଅର୍ପଣ କଲା ମାତ୍ରେ ସେ ସେହି ଜିନିଷ ସ୍ୱୀକାର କରିଥାନ୍ତି। କିନ୍ତୁ ଭାରତରେ ଏଭଳି ଏକ ସ୍ଥାନ ରହିଛି ଯେଉଁଠାରେ…