Below header
Browsing Tag

Citizenship Card

ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ପ୍ରଥମ ଥର ଭୋଟ୍‌ ଦେଲେ ଅକ୍ଷୟ କୁମାର, ସେୟାର କଲେ ନିଜ ଅନୁଭୂତି

ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଦମ୍‌ଦାର ଅଭିନୟ ଯୋଗୁ ସବୁ ବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ଅଭିନେତା ଭାରତରେ ପ୍ରଥମ ଭୋଟ୍‌ ଦେବାକୁ ନେଇ ଖବରରେ ରହିଛନ୍ତି । ତେବେ ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ବଲିଉଡ ଅଭିନେତା ଅକ୍ଷୟ କୁମାର ମେ ୨୦, ୨୦୨୪ରେ ପ୍ରଥମ ଥର ପାଇଁ…

ବର୍ତ୍ତମାନ କାଗଜ ଫର୍ମ ନୁହେଁ ମୋବାଇଲ ଆପ୍ ରେ ହେବ ଜନଗଣନା, ଜାରି କରାଯିବ ନାଗରିକତା କାର୍ଡ

ଜନଗଣନା ପାଇଁ କାଗଜ ଫର୍ମ ବଦଳରେ ମୋବାଇଲ ଆପ୍ ଜରିଆରେ ତଥ୍ୟ ଏକତ୍ରିତ କରିବା ପାଇଁ ପ୍ରସ୍ତୁତି କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରୁ ଆରମ୍ଭ ହେଉଥିବା ୨୦୨୧ ପାଇଁ ବାର ଶହ କୋଟିରୁ ଅଧିକ ନାଗରିକମାନଙ୍କ ଜନଗଣନା ମୋବାଇଲ ମାଧ୍ୟମରେ କରିବା ପାଇଁ ଏକ ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଆପ…