୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କିରାଣି
ସୁବର୍ଣ୍ଣପୁର (କେନ୍ୟୁଜ): ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ କିରାଣୀ। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର କିରାଣୀ ଗୋଲକ ବିହାରୀ ପୋଢ଼ ଲାଞ୍ଚ ନେଇ ଧରାପଡିଛନ୍ତି।
ଖବର ଅନୁଯାୟୀ, ନିଜ ବିଭାଗର ଜଣେ କର୍ମଚାରୀଙ୍କ ଏରିଅର ବିଲ୍ କରିବାକୁ ଲାଞ୍ଚ ନେଉଥିଲେ କିରଣୀ…