୨୧ ସେପ୍ଟେମ୍ବରରୁ ଚାଲିବ କ୍ଲୋନ୍ ଟ୍ରେନ୍, ୧୦ ଦିନ ପୂର୍ବରୁ କରିବାକୁ ପଡିବ ଟିକେଟ୍ ବୁକିଂ
ଇଣ୍ଡିଆନ ରେଲେଓ୍ଵ ଆସନ୍ତା ୨୧ ସେପ୍ଟେମ୍ବରରୁ ୪୦ କ୍ଲୋନ ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି, ଯାହାର ସୂଚନା ଜାରି କରାଯାଇଛି। େଓ୍ଵଟିଂ ଲିଷ୍ଟର ସମସ୍ୟାରୁ ମୁକ୍ତି ପାଇବା ପାଇଁ ରେଳ ମନ୍ତ୍ରାଳୟପକ୍ଷରୁ କ୍ଲୋନ ଟ୍ରେନ ଚଳାଇବାର ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଶ୍ରମିକ ଏବଂ…