ଉତ୍ତରାଖଣ୍ଡ ଓ ହିମାଚଳରେ ଜଳ ପ୍ରଳୟ: ୧୨ ମୃତ, ୫୦ରୁ ଅଧିକ ନିଖୋଜ
ଉତ୍ତରାଖଣ୍ଡ ଓ ହିମାଚଳରେ ବାଦଲ ଫଟା ବର୍ଷା । ବାଦଲ ଫଟା ବର୍ଷାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଥିବା ଜଣାପଡିଛି । ଉତ୍ତରାଖଣ୍ଡରେ ୯ ଏବଂ ହିମାଚଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଶିମଲାର ହାଇଡ୍ରୋ ପ୍ରୋଜେକ୍ଟ ନିକଟରେ ବାଦଲ ଫାଟିଥିବା ସୂଚନା ମିଳିଛି । ପ୍ରବଳ…