Below header
Browsing Tag

clove benefits

ପ୍ରତିଦିନ ଏହି ତରିକାରେ ଖାଆନ୍ତୁ ଲବଙ୍ଗ, ଶରୀରରୁ ଦୂରେଇଯିବ ଅନେକ ବଡ ରୋଗ

ଶରୀର ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ହୋଇଥାଏ ଲବଙ୍ଗ । କିନ୍ତୁ ଯଦି ଆପଣ ରାତିରେ ଲବଙ୍ଗ ଖାଆନ୍ତି ତେବେ ଏହା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଲବଙ୍ଗରେ ଆଣ୍ଟି-ଫ୍ଲାମେଟୋରୀ ଗୁଣ ରହିଛି । ଲବଙ୍ଗ ଦେଖିବାରେ ବହୁତ ଛୋଟ ହେଲେ ବି ବିଭିନ୍ନ ପୋଷକ ତତ୍ତ୍ୱରେ ଭରପୂର ହୋଇଥାଏ।…

କ’ଣ ଆପଣ ଜାଣନ୍ତି…ରାହୁ-କେତୁଙ୍କ ପ୍ରଭାବ ଦୂର କରିବ ଲବଙ୍ଗ? ଏମିତି ଉପାୟରେ କରନ୍ତୁ ବ୍ୟବହାର; ଜାଣି ରଖନ୍ତୁ…

ଆମ ଭାରତୀୟ ଖାଦ୍ୟରେ ଅନେକ ପ୍ରକାରର ମସଲା ବ୍ୟବହାର କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଲବଙ୍ଗ। ଲବଙ୍ଗ ରୋଷେଇ ଘରେ ସହଜରେ ଉପଲବ୍ଧ ହୋଇ ପାରୁଥିବା ଏକ ମସଲା। ଏହାର ସ୍ୱାଦ ଭଲ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ। ଲବଙ୍ଗରେ ଭିଟାମିନ୍ ସି, ଫାଇବର, ମାଙ୍ଗାନିଜ୍,…