Below header
Browsing Tag

coal mining

ତାଳଚେର MCL ଭରତପୁର କୋଇଲା ଖଣି ଧସିବା ଘଟଣା : ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଅନୁଗୁଳ : ତାଳଚେର ଭରତପୁର କୋଇଲା ଖଣି ଧସିବା ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଘୋଷଣା କରାଯାଇଛି । ସେପଟେ ତାଳଚେର MCL ଭରତପୁର କୋଇଲା ଖଣି ଧସିବା ଘଟଣାରେ ଆଉ ଜଣେ…