Browsing Tag

Coast Canal collapsed

ବର୍ଷାରେ ବେହାଲ ବାଲେଶ୍ୱର : ଭାଙ୍ଗିଲା କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ସେତୁ

ବାଲେଶ୍ୱର (କେନ୍ୟୁଜ): ରେମୁଣା ବ୍ଲକ ଅନ୍ତର୍ଗତ କଳା ମାଟିଆ ପାହି ଅଞ୍ଚଳରେ ଅଘଟଣ । କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ଏକ ସେତୁ ଲଗାଣ ବର୍ଷା ଫଳରେ ଭୁଶୁଡ଼ି ପଡ଼ିଛି । କୋଷ୍ଟ କେନାଲ ଉପରେ ସେତୁ ନିର୍ମାଣ ପାଇଁ ଦୀର୍ଘ ବର୍ଷରୁ ଦାବି ଥିବା ବେଳେ। ଦୀର୍ଘ ବର୍ଷର ଦାବି ପରେ ନିର୍ମାଣ…