Below header
Browsing Tag

cobra rescue from bike

ଯାଜପୁର : ବାଇକ୍‌ରୁ ମୁଣ୍ଡ ଟେକିଲା ନାଗ, ଅଳ୍ପକେ ବର୍ତ୍ତିଲେ ଚାଳକ

ଯାଜପୁର ଟାଉନ (କେନ୍ୟୁଜ୍‌) : ବାଇକ୍‌ ଭିତରୁ ବାହାରିଲା ବିଷଧର ନାଗସାପ । ଯାଜପୁର ଜିଲ୍ଲାର ବିରଜାପୁର, ରାମବାଗର ଦେବେନ୍ଦ୍ର କୁମାର ନାୟକଙ୍କ ବାଇକ୍‌ ରୁ ଏହି ନାଗସାପକୁ ଉଦ୍ଧାର କରାଯାଇଛି । କାମରେ ଯିବା ପାଇଁ ଦେବେନ୍ଦ୍ର ଘରୁ ବାଇକ ବାହାର କରି ସିଟ୍‌କୁ ପୋଛି ସାରି ଭାଇଜରକୁ ପୋଛିବାକୁ…