Browsing Tag

college students attacked bus with weapon

କଲେଜ ଛାତ୍ରଙ୍କ ଉନ୍ମକ୍ତ କାଣ୍ଡ, ହାତହତିଆର ଧରି ଅଟକାଇଲେ ବସ

(କେନ୍ୟୁଜ୍): ହାତହତିଆର ଧରି ବସକୁ ଅଟକାଇଲେ କଲେଜ ଛାତ୍ର । ବସ ଭିତରକୁ ଯାଇ ଯାତ୍ରୀଙ୍କୁ ଆକ୍ରମଣ କରିବା ଦ୍ୱାରା ଏଥିରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଚେନ୍ନାଇରେ । ବସ ରୁଟ୍‌କୁ ନେଇ ଏଭଳି ଗଣ୍ଡଗୋଳ ହୋଇଛି । କଲେଜ ଛାତ୍ର ବସକୁ ଚଢିବା ପୂର୍ବରୁ ହାତରେ ଥିବା ହତିଆରକୁ…