Browsing Tag

congress leader joins bjp

କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ଜିତିନ ପ୍ରସାଦ

ନୂଆଦିଲ୍ଲୀ(କେ ନ୍ୟୁଜ):  ବିଜେପିରେ ସାମିଲ ହେଲେ ଜିତିନ ପ୍ରସାଦ । କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଉପସ୍ଥିତିରେ ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେ ଦଳରେ ଯୋଗ ଦେଇଛନ୍ତି । ଦୀର୍ଘ ତିନି ଦଶନ୍ଧି ଧରି କଂଗ୍ରେସ ସହ ଜଡ଼ିତ ରହିବା ପରେ ଅନେକ ଚିନ୍ତା କରି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି…