Browsing Tag

Constable arrest

ଶ୍ରୀମନ୍ଦିରରେ ନାବାଳିକା ଅସଦାଚରଣ ମାମଲା , ଅଭିଯୁକ୍ତ ଆଇଆରବି କନ୍‌ଷ୍ଟେବଳ ଗିରଫ

ପୁରୀ(କେନ୍ୟୁଜ୍) : ଶ୍ରୀମନ୍ଦିରରେ ନାବାଳିକା ଅସଦାଚରଣ ମାମଲାରେ ଅଭିଯୁକ୍ତ ଆଇଆରବି କନ୍‌ଷ୍ଟେବଳ ଗିରଫ କରାଯାଇଛି । ସିସିଟିଭି ଫୁଟେଜ ଯାଞ୍ଚ ପରେ କନ୍‌ଷ୍ଟେବଳ ଚୁକେଶ ମେହେନ ଘଟଣାର ଅଭିଯୁକ୍ତ ଥିବା ଜଣାପଡ଼ିଛି । ଏହା ପରେ ତାଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ…