Browsing Tag

construction work

ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଖସିଲା କ୍ରେନ, ୫ ଆହତ

ଭୁବନେଶ୍ବର: କ୍ରେନ ଖସିପଡ଼ି ୫ ଆହତ ।  ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଖସିଲା କ୍ରେନ। ଭୁବନେଶ୍ବର ୟୁନିଟ୍-୮ ଓଏମସି କଲୋନୀରେ ଚାଲିଥିଲା ନିର୍ମାଣ କାର୍ଯ୍ୟ ।  ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଶତାଧିକ ଲୋକ । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଓଏମସି କଲୋନୀରେ ୧୦ ତାଲା…

ଘର କରିବା ସ୍ବପ୍ନକୁ ଧୂଳିସାତ କରୁଛି ଆବଶ୍ୟକ ସାମଗ୍ରୀର ଦାମ ବୃଦ୍ଧି, ଅହେତୁକ ଭାବେ ବଢିଛି ସିମେଣ୍ଟ ଏବଂ ଲୁହା ଛଡ଼ ଦର

କେନ୍ୟୁଜ୍(ବ୍ୟୁରୋ):  ସମସ୍ତଙ୍କର ସ୍ୱପ୍ନ, ଗୋଟିଏ ସୁନ୍ଦର ଘର। ଏବେ ସେ ସ୍ୱପ୍ନ ପୂରଣ କରିବା ଅଧିକାଂଶ ପାଇଁ କାଠିକର ପାଠ ହୋଇ ପଡିଛି। ସ୍ୱପ୍ନ ସ୍ୱପ୍ନରେ ରହିଯାଉଛି। ତାର ପ୍ରମୁଖ କାରଣ ମହଙ୍ଗା ହୋଇଛି ଘର। ଘର ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀର ଦାମ ବହୁ ମାତ୍ରାରେ ବଢି ଯାଇଛି।…

ଗଂଜାମ: ଗାଁ ପୋଖରୀରେ ଏନଆରଜିଏସ କାମ ଚାଲିଥିବା ବେଳେ ବିସ୍ଫୋରଣ, ୩ ଶ୍ରମିକ ଆହତ

ଗଂଜାମ(କେନ୍ଯୁଜ୍): ଗଂଜାମ ଜିଲ୍ଲା କବିସୂର୍ଯ୍ଯନଗର ଥାନା ବାଉଁଶିଆ ନୂଆପଲ୍ଲୀ ଗାଁ ପୋଖରୀରେ ଏକ ଏନଆରଜିଏସ କାମ ଚାଲିଥିବା ବେଳେ  ତିନି ଜଣ ଶ୍ରମିକ ଆହତ ହୋଇଛନ୍ତି। ଏନଆରଜିଏସ କାମ ଚାଲିଥିବା ବେଳେ ବିସ୍ଫୋରଣ ଘଟି ତିନି ଜଣ ଶ୍ରମିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଆହତ ବ୍ଯକ୍ତିଙ୍କୁ ପୋଲସରା…