ଗଂଜାମ: ଗାଁ ପୋଖରୀରେ ଏନଆରଜିଏସ କାମ ଚାଲିଥିବା ବେଳେ ବିସ୍ଫୋରଣ, ୩ ଶ୍ରମିକ ଆହତ

ଗଂଜାମ(କେନ୍ଯୁଜ୍): ଗଂଜାମ ଜିଲ୍ଲା କବିସୂର୍ଯ୍ଯନଗର ଥାନା ବାଉଁଶିଆ ନୂଆପଲ୍ଲୀ ଗାଁ ପୋଖରୀରେ ଏକ ଏନଆରଜିଏସ କାମ ଚାଲିଥିବା ବେଳେ  ତିନି ଜଣ ଶ୍ରମିକ ଆହତ ହୋଇଛନ୍ତି। ଏନଆରଜିଏସ କାମ ଚାଲିଥିବା ବେଳେ ବିସ୍ଫୋରଣ ଘଟି ତିନି ଜଣ ଶ୍ରମିକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଆହତ ବ୍ଯକ୍ତିଙ୍କୁ ପୋଲସରା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ପାଇଁ କବିସୂର୍ଯ୍ଯନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.