Below header
Browsing Tag

contener

ଥାନାରେ ବନ୍ଧା ହେଲେ ଗୋରୁ

ଖୋର୍ଦ୍ଧା ଦଳେଇପୁର ଛକ ଠାରୁ ଗୋରୁ ଭର୍ତ୍ତି କଣ୍ଟେନରକୁ ସ୍ଥାନୀୟ ଲୋକ ଓ ପୋଲିସ ମିଶି ଜବତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଗାଡିରେ ୪୦ରୁ ଉର୍ଦ୍ଦ ଗୋରୁ ଥିବା ଜଣାପଡିଛି। ଘଟଣା ସ୍ଥଳରେ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ମୁତାବକ ଗୋରୁ କଲିକତା ଚାଲାଣ ହେଉଥିବା ଜଣାପଡିଛି।