Browsing Tag

controversy in patamundai

ପଟ୍ଟାମୁଣ୍ଡାଇ ମୁନିସିପାଲିଟି ପ୍ରବେଶ ପଥ ନବନିର୍ମିତ ଗେଟ୍‌କୁ ନେଇ ଦେଖାଦେଇଛି ବିବାଦ

କେନ୍ଦ୍ରାପଡା(କେ ନ୍ୟୁଜ): ସହରର ପ୍ରବେଶ ପଥରେ ଗେଟକୁ ନେଇ ବିବାଦ । କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ମୁନିସିପାଲିଟି ଗେଟ୍‌କୁ ନେଇ ଆରମ୍ଭ ହୋଇଛି ବିବାଦ । ସହରର ପ୍ରବେଶ ପଥ ଗେଟରେ ପ୍ଲମ୍ବିଂ ସହର ପଟ୍ଟାମୁଣ୍ଡାଇ ଲେଖାଥିବାରୁ ଆପତ୍ତି ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା । ପଟ୍ଟାମୁଣ୍ଡାଇ…