କଡ଼ାସୁରକ୍ଷାରେ ରହି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି ଏସବୁ ସେଲିବ୍ରିଟି, ଦେଖନ୍ତୁ ଏବେ କେମିତି ଅଛନ୍ତି…
କରୋନା ଭାଇରସର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖିବାକୁ ମିଳୁଛି। ପ୍ରାୟ ୨୦୦ରୁ ଅଧିକ ଦେଶକୁ ନିଜ କବ୍ଜାକୁ ନେଇ ସାରିଲାଣି କୋଭିଡ-୧୯। ରିପୋର୍ଟ ମୁତାବକ ମହିଳାଙ୍କ ତୁଳନାରେ ଏବେ ସାରା ବିଶ୍ୱରେ ଅଧିକାଂଶ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଧନୀ ଗରିବ କାହାକୁ ବି ଏ ରୋଗ ଛାଡ଼ୁନି।…