Below header
Browsing Tag

corona fighters

କୋରନାରେ ଜୀବନ ହରାଇଥିବା ତିନିଜଣ ପୋଲିସ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ

ଛତ୍ରପୁର (କେନ୍ୟୁଜ୍) : ଗଞ୍ଜାମ ପୋଲିସ ଜିଲ୍ଲାରେ କୋଭିଡ୍ -19 ବେଳେ କାର୍ଯ୍ୟରତ ବେଳେ କୋରନାରେ ସଂକ୍ରମିତ ହୋଇ ତିନି ଜଣ ପୋଲିସ କର୍ମଚାରୀ ଆଖି ବୁଜିଥିଲେ । ନିଜ ଦାୟିତ୍ୱ ତୁଲାଉଥିବା ବେଳେ ମୃତ୍ୟୁବରଣ କରିଥିବା ତିନି ଜଣ କରୋନା ଯୋଦ୍ଧା ହେଲେ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ…

ରାଜ୍ୟ ସରକାରଙ୍କ ନିକଟରେ ସାମ୍ବାଦିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦାବି: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି…

ଭୁବନେଶ୍ବର: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ସାମ୍ବାଦିକମାନେ ମଧ୍ୟ କରୋନା ଯୋଦ୍ଧା। କରୋନା ସମ୍ପର୍କିତ ଟିକନିଖ୍‌ ଖବର ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି। ତେଣୁ ରାଜ୍ୟ ସରକାର ସାମ୍ବାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବାକୁ ଦାବି କରିଛନ୍ତି, ଆଇନଜୀବୀ ତଥା ନ୍ୟାସନାଲ…