Browsing Tag

corona positive case in baripada

ବାରିପଦା ଟାଉନ ଥାନା ସିଲ୍‌, ୬ଜଣ ସଂକ୍ରମିତ ଚିହ୍ନଟ ପରେ ନିଆଗଲା ପଦକ୍ଷେପ

ବାରିପଦା: ବାରିପଦା ଟାଉନ ଥାନାରୁ ୬ଜଣ ସଂକ୍ରମିତ ଚିହ୍ନଟ ପରେ ଥାନାକୁ ସିଲ୍‌ କରାଯାଇ ବିଶୋଧନୀକରଣ କରାଯାଇଛି । ଥାନା ସମ୍ମୁଖରେ ଅଭିଯୋଗ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଥାନା ଅଧିକାରୀ । ସୂଚନା ଥାଉକି, ରାଜ୍ଯରେ ପ୍ରତିଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗିଚାଲିଛି…