ବାରିପଦା ଟାଉନ ଥାନା ସିଲ୍‌, ୬ଜଣ ସଂକ୍ରମିତ ଚିହ୍ନଟ ପରେ ନିଆଗଲା ପଦକ୍ଷେପ

ବାରିପଦା: ବାରିପଦା ଟାଉନ ଥାନାରୁ ୬ଜଣ ସଂକ୍ରମିତ ଚିହ୍ନଟ ପରେ ଥାନାକୁ ସିଲ୍‌ କରାଯାଇ ବିଶୋଧନୀକରଣ କରାଯାଇଛି । ଥାନା ସମ୍ମୁଖରେ ଅଭିଯୋଗ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଥାନା ଅଧିକାରୀ ।

ସୂଚନା ଥାଉକି, ରାଜ୍ଯରେ ପ୍ରତିଦିନ ରେକର୍ଡ ପରେ ରେକର୍ଡ ଭାଙ୍ଗିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ଯା। ୩୦ଟି ଜିଲ୍ଲାରୁ ପ୍ରତିଦିନ ବାହାରୁଛନ୍ତି ଆକ୍ରାନ୍ତ। ସେହି ଅନୁପାତରେ ସୁସ୍ଥ ମଧ୍ଯ ହେଉଛନ୍ତି । ଲକ୍ ଡାଉନ୍ ଓ ସଟ୍ ଡାଉନକୁ କୋହଳ କରାଯାଇଥିଲେ ବି ସରକାର କିଛି ଜରୁରୀ କରୋନା କଟକଣାକୁ ବଳବତ୍ତର ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.