Below header
Browsing Tag

corona recover patient

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ ଜଣ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୦ ଜଣ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ଅଛନ୍ତି ଯାଜପୁର ଜିଲ୍ଲାରୁ ୧୯ ଜଣ , କଟକରୁ ୧୫ ଜଣ, ମୟୁରଭଞ୍ଜ ଓ ଖୋର୍ଦ୍ଧା ଜିଲ୍ଲାରୁ ୧୧ ଜଣ । ସେହିପରି ନୂଆପଡା ଜିଲ୍ଲାରୁ ୯, ସୁନ୍ଦରଗଡ଼ରୁ ୭ ଜଣ, କନ୍ଧମାଳରୁ ୬ ଜଣ ଓ ବଲାଙ୍ଗୀର ଏବଂ ନୟାଗଡ଼ରୁ ୫ ଜଣ ଲେଖାଏଁ…

ରାଜ୍ଯରେ ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ଯରେ ଆଉ ୭୫ କରୋନା ଆକ୍ରାନ୍ତ ସୁସ୍ଥ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ଭିତରେ ଯାଜପୁରରୁ ୨୫ଜଣ,ଗଞ୍ଜାମରୁ ୧୯ଜଣ, କଟକରୁ ୯ଜଣ, ପୁରୀରୁ ୮ଜଣ, ନୟାଗଡରୁ ୩ଜଣ, କେନ୍ଦ୍ରାପଡାରୁ ୩ଜଣ, କନ୍ଧମାଳ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ଏବଂ କେନ୍ଦୁଝର, ବୌଦ୍ଧ,ସମ୍ବଲପୁର ଏବଂ…