Below header
Browsing Tag

corona scars

ଯାଜପୁର ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର,୩୧୧ଟି ପଞ୍ଚାୟତରେ ଖୋଲାଗଲା…

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଯୋରଦାର କରିଛି । ଜିଲ୍ଲାର ସମସ୍ତ ୩୧୧ଟି ପଞ୍ଚାୟତରେ ଆଇସୋଲେସନ ସେଣ୍ଟର ଖୋଲାଯାଇଛି । ଏଥିପାଇଁ ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବିଭିନ୍ନ ଆଇସୋଲେସନ ସେଣ୍ଟରକୁ…

ଲକ୍‌ ଡାଉନ୍‌ ବେଳେ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ପାଇଁ କଟକଣା, ଜିଲ୍ଲା ଓ ରାଜ୍ୟ ସୀମା ସିଲ୍‌ ପାଇଁ କେନ୍ଦ୍ରର…

କେନ୍ୟୁଜ୍(ବ୍ୟୁରୋ): ସୀମା ସିଲ୍‌ ପାଇଁ ନିର୍ଦ୍ଦେଶ । ଲକ ଡାଉନ୍‌ ବେଳେ ନିଜ ନିଜ ରାଜ୍ୟକୁ ଫେରୁଥିବା ଶ୍ରମିକଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଜିଲ୍ଲା ଓ ରାଜ୍ୟ ସୀମା ସିଲ୍‌ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ ଭିଡିଓ…