Below header
Browsing Tag

coronavirus crisis

ଅକ୍ସିଜେନ ପରେ ଏବେ ଆମ୍ବୁଲାନ୍ସ ଅଭାବ, ଗୋଟିଏ ଆମ୍ବୁଲାନ୍ସରେ ୨୨ଟି ଶବ ଭର୍ତ୍ତି କରି ନିଆଗଲା ସ୍ମଶାନ

ଏ ଅଦୃଶ୍ୟ ରୋଗ କରୋନା ଏମିତି କାୟା ବିସ୍ତାର କଲାଣି ଯେ ମଣିଷ ବୁଝୁନି ସମ୍ପର୍କର ମୂଲ୍ୟ। ଏହି ମହାମାରୀର ମୁକାବିଲା ପାଇଁ ଏବେ ସାରା ଦେଶ ଲଢୁଛି ମାତ୍ର ଏହି ମାହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି। ଉଜାଡି ଦେଉଛି ସଂସାର, କେଉଁଠି ବାପା ଅ।ଗରେ ପୁଅ ଚାଲିଯାଉଛି ତ ଅ।ଉ କେଉଁଠି…

କରୋନାର ସଫଳ ଭବିଷ୍ୟବାଣୀ କରୁଥିବା ଜ୍ୟୋତିଷୀଙ୍କ ଦାବି, ୨୦୨୬ରେ ଶେଷ ହେବ ମହାମାରୀର ଚକ୍ର

ବ୍ରିଟେନର ସବୁଠାରୁ ପ୍ରସିଦ୍ଧ ଜ୍ୟୋତିଷୀ କରୋନା ମହାମାରୀ ସମ୍ପର୍କରେ ପାଖାପାଖି ଏକ ବର୍ଷ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ। ଏଥିସହ ସେ ମହତ୍ତ୍ୱପୂର୍ଣ୍ଣ ତାରିଖ ମଧ୍ୟ ଜାରି କରିଥିଲେ। ବର୍ତ୍ତମାନ ୫୬ ବର୍ଷିୟ ଜ୍ୟୋତିଷୀ ଜେସିକା ଏଡମ୍ସ କହିଛନ୍ତି, କରୋନା ମହାମାରୀ ଆଗକୁ କିପରି ଚାଲିବ।…