Below header
Browsing Tag

coronil

ଶେଷ ହେଲା ‘କୋରୋନିଲ୍‌’ ବିବାଦ, ଆୟୁଷ ମନ୍ତ୍ରଣାଳୟର ଅନୁମତି ପରେ ଏବେ ଷ୍ଟୋରରେ ମିଳିବ ଏହି କୋଭିଡ୍‌ ମ୍ୟାନେଜମେଣ୍ଟ…

ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ମେଡିସିନ୍‌ କୋରୋନିଲ୍‌କୁ ନେଇ ସମସ୍ତ ବିବାଦର ଅନ୍ତ ଘଟିଛି। ଆୟୁଷ ମନ୍ତ୍ରଣାଳୟ ତରଫରୁ ପଠାଯାଇଥିବା ନୋଟିସ୍‌ର ଉତ୍ତର ପତଞ୍ଜଳି ତରଫରୁ ଦିଆଯିବା ପରେ ଏବେ କୋରୋନିଲର ବିକ୍ରି ପଥ ପରିଷ୍କାର ହୋଇଛି। ଖୁବ୍‌ଶୀଘ୍ର ଏହି ଔଷଧ ମେଡିସିନ୍‌ ଷ୍ଟୋରରେ ଉପଲବ୍ଧ ହେବ ବୋଲି…

ଫସିଗଲେ ବାବା ରାମଦେବ: ଥଣ୍ଡା କାଶର ଲାଇସେନ୍ସ ଆଣି ବନାଇଛନ୍ତି କରୋନା ଔଷଧ, ଅଭିଯୋଗ ଆଣିଲେ ଲାଇସେନ୍ସ ଅଫିସର

କରୋନାଭାଇରସ୍ ଔଷଧ ବାହାର କରିବା ପରଠାରୁ ବାବା ରାମଦେବ ବିବାଦରେ ଘେରି ହୋଇ ରହିଛନ୍ତି । ଆୟୁଷ ମନ୍ତ୍ରଣାଳୟ ପରେ ବର୍ତ୍ତମାନ ବାବା ଉତ୍ତରାଖଣ୍ଡ ଆୟୁର୍ବେଦ ବିଭାଗର ଟାର୍ଗେଟରେ ଆସିଯାଇଛନ୍ତି । ANI ର ଟୁଇଟ୍ ଅନୁଯାୟୀ ଉତ୍ତରପ୍ରଦେଶ ଆୟୁର୍ବେଦ ବିଭାଗର ଲାଇସେନ୍ସ ଅଧିକାରୀ କହିଛନ୍ତି ଯେ…

କରୋନାର ଔଷଧକୁ ନେଇ ପତଞ୍ଜଳିର ଦାବି ଉପରେ ଆୟୁଷ ମନ୍ତ୍ରାଳୟ କହିଲା ଏହି ବଡ଼ କଥା, ମାଗିଲା ସମ୍ପୂର୍ଣ୍ଣ ବିବରଣୀ

କରୋନାକୁ ମାତ୍‌ ଦେବ ବାବା ରାମଦେବଙ୍କ ପତଞ୍ଜଳି। କରୋନା ନିବାରଣ ପାଇଁ ଆୟୁର୍ବେଦିକ ଔଷଧ କରୋନିଲ ପ୍ରସ୍ତୁତ ହୋଇଥିବା ନେଇ ଦାବି କରିଛନ୍ତି ବାବା ରାମଦେବ। ହରିଦ୍ୱାରରେ କରୋନିଲ ଔଷଧ ଲଞ୍ଚ କରିଛି ପତଞ୍ଜଳି। ଏହାକୁ ଦୁଇଟି ପର୍ଯ୍ୟାୟରେ ଟ୍ରାଏଲ କରାଯାଇ ସଫଳତା ମିଳିଥିବା ଦାବି କରିଛନ୍ତି…

ପତଞ୍ଜଳି ଲଞ୍ଚ୍‌ କଲା ‘କୋରୋନିଲ’, ମାତ୍ର ୭ ଦିନରେ ଶତ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇଥିବା ଦାବି

ସାରା ବିଶ୍ୱ ଏବେ କରୋନା ସହ ଲଢ଼ୁଥିବା ବେଳେ ଯୋଗଗୁରୁ ସ୍ୱାମୀ ରାମଦେବ ଭାଇରସ୍‌ର ଆତଙ୍କ ଶେଷ କରିବାକୁ ଏକ ଆଶାର କିରଣ ଦେଖାଇଛନ୍ତି। ଏବେ ଯାଏଁ ବୈଜ୍ଞାନିକମାନେ କରୋନାର ଟୀକା ବାହାର କରିପାରିନଥିବା ବେଳେ ରାମଦେବ ଆୟୁର୍ବେଦିକ ଔଷଧ’କେରୋନିଲ’ ତିଆରି କରିଛନ୍ତି। ଏହି ଔଷଧ ମାତ୍ର ୧୪ ଦିନ…