Below header
Browsing Tag

covid updates india

ଦିଲ୍ଲୀ, ମୁମ୍ବାଇରେ ଅଣାୟତ୍ତ କରୋନା ସଂକ୍ରକଣ, ମୁମ୍ବାଇରେ ୨୪ ଘଣ୍ଟାରେ ୨୭% ବଢ଼ିଲା କେସ୍

ନୂଆଦିଲ୍ଲୀ : ମୁମ୍ବାଇରେ ନିଆଁ ଭଳି ବ୍ୟାପୁଛି ସଂକ୍ରକଣ । ଗତକାଲି ଠାରୁ ଆଜି ୨୭ ପ୍ରତିଶତ ଅଧିକ କେସ୍ । ଚିହ୍ନଟ ହୋଇଛନ୍ତି ୮ହଜାର ୬୩ ସଂକ୍ରମିତ । ନୂଆ ସଂକ୍ରମଣ ସହ ମୁମ୍ବାଇର ଆକ୍ଟିଭ୍ କେସ ରହିଛି ୨୯ ହଜାର ୮୧୯ । ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୪୭ ହଜାର ୪୧୦ ନମୂନା ପରୀକ୍ଷା ହୋଇଥିଲା ।…

ଉପରମୁହାଁ କରୋନା ଗ୍ରାଫ୍,ଗତ ୨୪ ଘଣ୍ଟାରେ ୯୨ ହଜାର ୬୦୫ ନୂଆ କେସ୍‌

କେନ୍ୟୁଜ୍(ବ୍ୟୁରୋ):  ଦେଶରେ ଅଣାୟତ କରୋନା । ପ୍ରତ୍ୟେକ ଦିନ ୯୦ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ ୯୨ ହଜାର ୬୦୫ ନୂଆ କେସ୍‌ ସାମ୍ନାକୁ ଆସିଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୪ ଲକ୍ଷ ୬ଶହ ୨୦ରେ ପହଞ୍ଚିଛି । ଦିନକରେ ୧୧୩୩ ଜଣ କରୋନା ଲଢେଇରେ ହାରି…