ଖୋର୍ଦ୍ଧା : ଗୋରୁ ଚାଲାଣକୁ ନେଇ ଉତ୍ତେଜନା, ୫ ଜଣଙ୍କୁ ଅଟକ ରଖିଲା ପୋଲିସ୍
ଖୋର୍ଦ୍ଧା (କେନ୍ୟୁଜ୍) : ଜଟଣୀ ଥାନା ଅନ୍ତର୍ଗତ ପୋଡପଡା ଗାଁରେ ଉତ୍ତେଜନା । ଗୋରୁ ଚାଲାଣ ବେଳେ ବିରୋଧ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିଲା । ଗତକାଲି ରାତିରେ ସ୍ଥାନୀୟ ଗ୍ରାମବାସୀ ଓ ହିନ୍ଦୁଜାଗରଣ ମଞ୍ଚ ମିଶି ଏହାକୁ ବିରୋଧ କରିବା ସହ ଗୋରୁ ଚାଲାଣକାରୀଙ୍କୁ ପୋଲିସ୍ ହାତରେ ଦେଇଛନ୍ତି ।…