Below header

ଜୟପୁରରୁ ୩ ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ, ୮୦ରୁ ଅଧିକ ଗାଈ ଓ ମଇଁଷି ଉଦ୍ଧାର

ଜୟପୁର(କେନ୍ଯୁଜ୍) : ଜୟପୁରର ବିଭିନ୍ନ ସ୍ଥାନରୁ ୩ ଟି ଗୋରୁ ବୋଝେଇ ଟ୍ରକ୍‌ ଜବତ । ଜୟପୁରରୁ ଆନ୍ଧ୍ରପ୍ରଦେଶକୁ ଗୋରୁ ଚାଲାଣ ବେଳେ ସଦର ପୋଲିସ ୩ଟି ଟ୍ରକକୁ ଅଟକ ରଖିଛି । ଜୟପୁର-କୋରାପୁଟ ଘାଟି ରାସ୍ତାରୁ ଏହି ଟ୍ରକ ଜବତ କରିଛି ।

buffalo ଟ୍ରକରୁ ୮୦ରୁ ଅଧିକ ଗାଈ ଓ ମଇଁଷି ଉଦ୍ଧାର କରାଯାଇଛି । ଗାଡି ଓ ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ କରୁଛି । ଆଗକୁ ପୋଲିସ ପକ୍ଷରୁ ଚଢ଼ାଉ କରାଯିବ ବୋଲି ଥାନା ଅଧିକାରୀ    କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.