Browsing Tag

cowdunk

ଗୋବରରୁ ଇଟ୍ଟା ଆଉ ବାଡି ତିଆରି କରୁଛି ମେସିନ

ଗୋବର, ଯାହା ଘରର ପବିତ୍ର କର୍ମରେ ବ୍ୟବହାର ହୋଇଥାଏ । କିନ୍ତୁ କୁହାଯାଏ ଗୋବରରେ ଭାଇରସ ମଧ୍ୟ ଅଧିକ । ହେଲେ ଗୋବରରୁ ଯେ କେତେ କ'ଣ କାର୍ଯ୍ୟ ହୋଇଥାଏ ତାହା ଆପଣ ଜାଣନ୍ତି । ଗୋବରରୁ ଅନେକ ପ୍ରକାରର ଉପଯୋଗ ବିଷୟରେ ଆପଣ ଶୁଣିଥିବେ । ମେସିନରୁ ଏବେ ଗୋବର ଇଟ୍ଟା ତିଆରି ଗୋବରରୁ ଅଗରବତୀ,…