Below header
Browsing Tag

crocodile attack

କେନ୍ଦ୍ରାପଡା : ଗତକାଲି କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ମଣ୍ଡପଡା ଗାଁର ସଞ୍ଜୟ ପ୍ରଧାନ । ଗତକାଲି ପୋଖରୀରେ ଗାଧୋଉଥିବା ବେଳେ ସଞ୍ଜୟଙ୍କୁ କୁମ୍ଭୀର ଟାଣି ନେଇଥିଲା । ଗାଁଲୋକେ ସଞ୍ଜୟଙ୍କୁ ଖୋଜାଖୋଜି…

ଗାଧୋଇବାବେଳେ ଯୁବକଙ୍କୁ ନଦୀକୁ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ପଟ୍ଟାମୁଣ୍ଡାଇ ମଣ୍ଡପଡ଼ା ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀରେ ଗାଧୋଇବାକୁ ଯାଇଥିବା ଜଣେ ଯୁବକକୁ କୁମ୍ଭୀର ଟାଣି ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଜଣେ ଯୁବକ ନଦୀରେ ଗାଧୋଇବାକୁ ଯାଇଥିଲେ। ମାତ୍ର ସେହି ସମୟରେ କୁମ୍ଭୀର ତାଙ୍କୁ…