କ୍ରୁଜ୍ ଡ୍ରଗସ୍ ପାର୍ଟିରେ ଓଡ଼ିଶାର ୨୦ ଯୁବକ! ୧୫ ଜଣ ମୁମ୍ବାଇ ଛାଡିଥିବା ବେଳେ ଆଉ ୫ ଜଣ NCB ସ୍କାନରରେ
ଭୁବନେଶ୍ବର(କେନ୍ଯୁଜ୍): କ୍ରୁଜ୍ ଡ୍ରଗସ୍ ପାର୍ଟିରେ ଓଡ଼ିଶାର ୨୦ ଯୁବକ ।ଏହି ୨୦ ଜଣଙ୍କ ମଧ୍ୟରୁ ରାଉରକେଲାର ୧୪ ଜଣ ଓ ଭୁବନେଶ୍ୱର, କଟକରୁ ୬ ଜଣ ଯୁବକ ଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୧୫ ଜଣ ମୁମ୍ବାଇ ଛାଡିଥିବା ବେଳେ ଆଉ ୫ ଜଣ NCB ସ୍କାନରରେ ଥିବା କୁହାଯାଉଛି । ଏହି ଯୁବକମାନେ…