କ୍ରୁଜ୍‌ ଡ୍ରଗସ୍‌ ପାର୍ଟିରେ ଓଡ଼ିଶାର ୨୦ ଯୁବକ! ୧୫ ଜଣ ମୁମ୍ବାଇ ଛାଡିଥିବା ବେଳେ ଆଉ ୫ ଜଣ NCB ସ୍କାନରରେ

ଭୁବନେଶ୍ବର(କେନ୍ଯୁଜ୍): କ୍ରୁଜ୍‌ ଡ୍ରଗସ୍‌ ପାର୍ଟିରେ ଓଡ଼ିଶାର ୨୦ ଯୁବକ ।ଏହି ୨୦ ଜଣଙ୍କ ମଧ୍ୟରୁ ରାଉରକେଲାର ୧୪ ଜଣ ଓ ଭୁବନେଶ୍ୱର, କଟକରୁ ୬ ଜଣ ଯୁବକ ଥିବା ସୂଚନା ମିଳିଛି । ଏମାନଙ୍କ ମଧ୍ୟରୁ ୧୫ ଜଣ ମୁମ୍ବାଇ ଛାଡିଥିବା ବେଳେ ଆଉ ୫ ଜଣ NCB ସ୍କାନରରେ ଥିବା କୁହାଯାଉଛି । ଏହି ଯୁବକମାନେ ଗୋଟିଏ ଦଳରେ ନଥିଲେ । ସେମାନେ ଦୁଇଟି ପୃଥକ ଦଳରେ ନିଜ ନିଜ କ୍ରୁଜ୍‌ ପାର୍ଟିରେ ସାମିଲ ଥିଲେ ।

ରାଉରକେଲାର ଜଣେ ଯୁବକଙ୍କ ବିବାହ ଆଗକୁ ରହିଛି । ସେ ତାଙ୍କର ୧୫ ଜଣ ସାଙ୍ଗକୁ ନେଇ ବ୍ୟାଚେଲର ପାର୍ଟି ପାଇଁ ମୁମ୍ବାଇ ଯାଇଥିଲେ । ପ୍ରାଥମିକ ଯାଞ୍ଚ ପରେ ଏମାନଙ୍କ ଛାଡି ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.