ବଢିବାରେ ଲାଗିଛି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ଙ୍କ ଅଡୁଆ, ଫୋନରେ ହୋଇଥିବା ଡ୍ରଗ୍ସ ଚାଟରୁ ଅନ୍ତର୍ଜାତୀୟ ଲିଙ୍କ୍…
ମୁମ୍ବାଇ(କେନ୍ଯୁଜ୍): ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆନ୍ ଆର୍ଯ୍ୟନ୍ଙ୍କ ଅଡୁଆ ବଢିବାରେ ଲାଗିଛି । ମାମଲାରେ ନୂଆ ଖିଅ ପାଇଛି ଏନସିବି । ଆର୍ଯ୍ୟନ୍ ଫୋନରେ ହୋଇଥିବା ଡ୍ରଗ୍ସ ଚାଟରୁ ଅନ୍ତର୍ଜାତୀୟ ଲିଙ୍କ୍ ଆଶଙ୍କା କରୁଛି ଏନସିବି । ଏ ନେଇ ଏନସିବି ବୈଦେଶିକ…