ପ୍ରତିଦିନ ପିଅନ୍ତୁ କାକୁଡି ଜୁସ୍, ମିଳିବ ମୁଲାୟମ ଏବଂ ଚମକଦାର ତ୍ୱଚା
କେବଳ ଝିଅ ନୁହଁନ୍ତି ପୁଅମାନେ ମଧ୍ୟ ସୁନ୍ଦର ଦେଖାଯିବା ପାଇଁ ଅନେକ ଚେଷ୍ଟା କରନ୍ତି । କିନ୍ତୁ ବହୁତ ଚେଷ୍ଟା କରିବା ପରେ ମଧ୍ୟ ମୁହଁରେ ଥିବା ଦାଗ ଏବଂ ପିମ୍ପଲ ଦୂର ହୁଏ ନାହିଁ । ଏହି ସମସ୍ୟା ଅଧିକାଂଶ ଲୋକଙ୍କଠାରେ ଦେଖିବାକୁ ମିଳିଥାଏ । ଯଦି ଆପଣ ଦାଗ ଏବଂ ପିମ୍ପଲ୍ ଦ୍ୱାରା ଅସୁବିଧାରେ…