Browsing Tag

Cuttack District Collector

୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ, କାମରେ ଅବହେଳା କରୁଥିବା ସୂଚନା

ବାଙ୍କୀ: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ ।  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଉତ୍ତର ନିର୍ଦ୍ଧାରିତ ସମୟରେ ନଦେବାରୁ ଦରମା ବନ୍ଦ ।  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ କଟକ ଜିଲ୍ଲାରୁ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ସମ୍ପର୍କରେ ତଦନ୍ତ ନକରି ଉଚ୍ଚ…

ବାଲିଯାତ୍ରା ବିବାଦକୁ ନେଇ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା: ଟଙ୍କା ହେରଫେର ନେଇ ଅଭିଯୋଗ ହେଲେ ନିଆଯିବ କାର୍ଯ୍ଯାନୁଷ୍ଠାନ

କଟକ (କେନ୍ୟୁଜ): ବାଲିଯାତ୍ରା ପରିଚାଳନାକୁ ନେଇ କଟକ ମହାନଗର ପୂଜା କମିଟି ଓ ଶାନ୍ତି କମିଟିର ଅଭିଯୋଗ ପରେ, କଟକ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏ ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ଟଙ୍କା ହେରଫେର ନେଇ କୌଣସି ଅଭିଯୋଗ ଆସିଲେ ତଦନ୍ତ ହେବ ଏବଂ କାର୍ଯ୍ଯାନୁଷ୍ଠାନ…