Browsing Tag

cyclone Rimal

ବାତ୍ୟା ‘ରିମାଲ’ ର ଓଡ଼ିଶାରେ ସିଧା ସଳଖ ପ୍ରଭାବ ନାହିଁ, ୨୫ ସନ୍ଧ୍ୟାରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ଅବପାତର ରୂପ ନେଲା ଲଘୁଚାପ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି । ଉତ୍ତର-ପୂର୍ବ ଦିଗରେ ଆଗକୁ ଗତି କରି ଆହୁରି ଶକ୍ତିଶାଳୀ ହେବ । କାଲି ସକାଳ ବେଳକୁ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶକ୍ତିଶାଳୀ ହୋଇ…