Below header
Browsing Tag

cyclothon

ଜାତୀୟ ଖେଳ ଦିବସ ଉପଲକ୍ଷେ ସମ୍ବଲପୁରରେ ସାଇକ୍ଲୋଥନ ଆୟୋଜିତ, ଭାଗ ନେଲେ ୫୦୦ରୁ ଅଧିକ ପ୍ରତିଯୋଗୀ

ସମ୍ବଲପୁର(କେନ୍ୟୁଜ୍): ଜାତୀୟ ଖେଳ ଦିବସ ଉପଲକ୍ଷେ ସମ୍ବଲପୁର ମାରୱାଡ଼ି ୟୁବା ମଞ୍ଚ ପକ୍ଷରୁ ସହରରେ ଆୟୋଜିତ ହୋଇଯାଇଛି ସାଇକ୍ଲୋଥନ। ଏହି ସାଇକ୍ଲୋଥନରେ ପ୍ରାୟ ୫୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ସୁସ୍ଥ ଦେହ ଓ ସୁସ୍ଥ ସାଇକ୍ଲୋଥନ ସମାଜର ବାର୍ତାକୁ ନେଇ ଏହି ସହରର କଚେରୀ ଛକରୁ ଏହି…

ସଡକ ସୁରକ୍ଷା ପାଇଁ କଟକରେ ସାଇକ୍ଲୋଥନ୍‌, ଯୋଗ ଦେଲେ ବିଭିନ୍ନ ବିଭାଗର ଅନେକ ବରିଷ୍ଠ ଅଧିକାରୀ

କଟକ: ସଡକ ସୁରକ୍ଷା ପାଇଁ କଟକରେ ସାଇକ୍ଲୋଥନ୍‌। ସଡକ ସୁରକ୍ଷା ମାସରେ ସଚେତନତା ପାଇଁ ସାଇକ୍ଲୋଥନ୍‌ର ଆୟୋଜନ କରାଯାଇଛି। ଯୋବ୍ରା ମାଲଗୋଦାମ ଥାନା ନିକଟରୁ ସାଇକେଲ ରାଲି ବାହାରି ରାଣୀହାଟ, ବାଦାମବାଡି ଛକ ଦେଇ ସିଡିଏ ପର୍ଯ୍ୟନ୍ତ ଯାଇଥିଲା। ଏହି ରାଲି ମାଧ୍ୟମରେ ସଡକ ସୁରକ୍ଷା ବାର୍ତ୍ତା…