Below header
Browsing Tag

dabang-3 trailer

ଆସିଗଲା ଦବଙ୍ଗ-ଥ୍ରି ଫିଲ୍ମର ଟ୍ରେଲର୍‌, ପୁଣି ପରଦାରେ ଜମିବ ଭାଇଜାନ୍‌ଙ୍କ କମାଲ

ରିଲିଜ୍‌ ହେଲା ଭାଇଜାନ୍‌ଙ୍କ ଦବଙ୍ଗ-ଥ୍ରି ଫିଲ୍ମର ଟ୍ରେଲର୍‌ । ଇନିସପେକ୍ଟର ଚୁଲ୍‌ବୁଲ୍‌ ପାଣ୍ଡେ ଭୂମିକାରେ ସଲମାନ ଖାଁ ପୂରା ଜମେଇ ଦେଇଛନ୍ତି । ଫାଇଟ୍‌ ସିନ୍‌ ସାଙ୍ଗଙ୍କୁ ମଜାଦାର ଡାଇଲଗ୍‌ ଓ ଗୀତରେ ଭରପୂର ଏହି ଫିଲ୍ମ ପୁଣି ଦର୍ଶକଙ୍କୁ ଧମାକେଦାର ମନୋରଞ୍ଜନ ଦେବ ବୋଲି ଆଶା କରାଯାଉଛି…