ଆସିଗଲା ଦବଙ୍ଗ-ଥ୍ରି ଫିଲ୍ମର ଟ୍ରେଲର୍‌, ପୁଣି ପରଦାରେ ଜମିବ ଭାଇଜାନ୍‌ଙ୍କ କମାଲ

ରିଲିଜ୍‌ ହେଲା ଭାଇଜାନ୍‌ଙ୍କ ଦବଙ୍ଗ-ଥ୍ରି ଫିଲ୍ମର ଟ୍ରେଲର୍‌ । ଇନିସପେକ୍ଟର ଚୁଲ୍‌ବୁଲ୍‌ ପାଣ୍ଡେ ଭୂମିକାରେ ସଲମାନ ଖାଁ ପୂରା ଜମେଇ ଦେଇଛନ୍ତି । ଫାଇଟ୍‌ ସିନ୍‌ ସାଙ୍ଗଙ୍କୁ ମଜାଦାର ଡାଇଲଗ୍‌ ଓ ଗୀତରେ ଭରପୂର ଏହି ଫିଲ୍ମ ପୁଣି ଦର୍ଶକଙ୍କୁ ଧମାକେଦାର ମନୋରଞ୍ଜନ ଦେବ ବୋଲି ଆଶା କରାଯାଉଛି ।
ଆସନ୍ତୁ ଦେଖିବା ଏହି ଫିଲ୍ମର ଟ୍ରେଲର…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.